ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତରଙ୍ଗ   ବିଶେଷ୍ୟ

ଅର୍ଥ : ବହୁତ ଘନିଷ୍ଠତା ବା ଅତ୍ୟଧିକ ସଂପର୍କ ଥିବା ମିତ୍ର

ଉଦାହରଣ : ବିପତ୍ତି ବେଳେ ଘନିଷ୍ଠ ମିତ୍ରକୁ ଚିହ୍ନିହୁଏ

ସମକକ୍ଷ : ଅଭିନ୍ନ ମିତ୍ର, ଘନିଷ୍ଠ ବନ୍ଧୁ, ଘନିଷ୍ଠ ମିତ୍ର

वह मित्र जिससे बहुत ही घनिष्ठता हो या जिससे अत्यधिक लगाव हो।

घनिष्ठ मित्र की पहचान विपत्ति में ही होती है।
अंतरंग, अज़ीज़, अजीज, अन्तरङ्ग, अभिन्न मित्र, इष्ट-मित्र, घनिष्ठ मित्र, जिगरी दोस्त, जिगरी यार, पक्का दोस्त, हम-दम, हमदम

A close friend who accompanies his buddies in their activities.

brother, buddy, chum, crony, pal, sidekick

ଅନ୍ତରଙ୍ଗ   ବିଶେଷଣ

ଅର୍ଥ : ଯାହା ଭିତରର

ଉଦାହରଣ : ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି

ସମକକ୍ଷ : ଅନ୍ତର୍ବତ୍ତୀ, ଅନ୍ତସ୍ଥ, ଆନ୍ତରିକ, ଆଭ୍ୟନ୍ତର, ଭିତରର

Happening or arising or located within some limits or especially surface.

Internal organs.
Internal mechanism of a toy.
Internal party maneuvering.
internal

ଅର୍ଥ : ବହୁତ ନିକଟର ବା ବହୁତ ପାଖରେ

ଉଦାହରଣ : ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି

ସମକକ୍ଷ : ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼

बहुत निकट का या बहुत घनिष्ठ।

मुकेश मेरा घनिष्ठ मित्र है।
मोहन और सोहन में गाढ़ी मित्रता है।
अंगरंगी, अंतरंग, अंतरंगी, अनन्य, अन्तरंग, अन्यतम, अभिन्न, आत्मिक, आत्मीय, इष्ट, गाढ़ा, घनिष्ठ, जिगरी, दिली, प्रगाढ़

Marked by close acquaintance, association, or familiarity.

Intimate friend.
Intimate relations between economics, politics, and legal principles.
intimate