ଅର୍ଥ : ରାସାୟନିକ ବିଧିରେ ତିଆରି କରାଯାଉଥିବା ଉର୍ବରକ
ଉଦାହରଣ :
ୟୁରିୟା,ଫସ୍ଫେଟ୍ ଆଦି ରାସାୟନିକ ସାର
ସମକକ୍ଷ : ରାସାୟନିକ ସାର
ଅର୍ଥ : ଯେଉଁ ପଚାସଢ଼ା ବା କୃତ୍ରିମ ଜିନିଷ ଖେତର ଉତ୍ପାଦିକା ଶକ୍ତି ବଢ଼ାଇବା ନିମନ୍ତେ ସେଥିରେ ପକାଯାଇଥାଏ
ଉଦାହରଣ :
ଖେତରେ ଖତ ପକାଇଲେ ତାହାର ଉର୍ବରା ଶକ୍ତି ବୃଦ୍ଧି ହୋଇଥାଏ
ସମକକ୍ଷ : ଖତ