ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖତ   ବିଶେଷ୍ୟ

ଅର୍ଥ : ଜମିର ଉର୍ବର ଶକ୍ତି ବଢ଼ାଇବାପାଇଁ ଦିଆ ଯାଉଥିବା ପାଉଁଶ,ଗୋବର ଓ ସଢ଼ାପଚା ଜିନିଷ

ଉଦାହରଣ : କୃଷକ ଜମିରେ ଖତ ପକାଉଛି

ସମକକ୍ଷ : କମ୍ପୋଷ୍ଟ

राख, गोबर और गली-सड़ी चीजें जो खेत की उपजाऊ शक्ति को बढ़ाने के लिए डाली जाती हैं।

किसान पाँस को खेत में फैला रहा है।
पाँस, पांशु

A mixture of decaying vegetation and manure. Used as a fertilizer.

compost

ଅର୍ଥ : ଯେଉଁ ପଚାସଢ଼ା ବା କୃତ୍ରିମ ଜିନିଷ ଖେତର ଉତ୍ପାଦିକା ଶକ୍ତି ବଢ଼ାଇବା ନିମନ୍ତେ ସେଥିରେ ପକାଯାଇଥାଏ

ଉଦାହରଣ : ଖେତରେ ଖତ ପକାଇଲେ ତାହାର ଉର୍ବରା ଶକ୍ତି ବୃଦ୍ଧି ହୋଇଥାଏ

ସମକକ୍ଷ : ସାର

वे सड़े-गले पदार्थ या कृत्रिम पदार्थ जो खेत की उपज बढ़ाने के लिए उसमें डाले जाते हैं।

खेत में खाद डालने से उसकी उर्वरा शक्ति में वृद्धि होती है।
खाद, फर्टिलाइजर

Any substance such as manure or a mixture of nitrates used to make soil more fertile.

fertiliser, fertilizer, plant food