ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶ୍ଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶ୍ଚିତ   ବିଶେଷ୍ୟ

ଅର୍ଥ : କୌଣସି ପଦାର୍ଥଆଦିର ବାସ୍ତବିକ ବା ମୁଖ୍ୟ ଭାଗ ବା ଗୁଣ

ଉଦାହରଣ : ଏହି ଅଧ୍ୟାୟର ସାର ହେଉଛି ଆମେ ସବୁବେଳେ ସତ୍ୟ କହିବା ଆବଶ୍ୟକ

ସମକକ୍ଷ : ମୂଳତତ୍ତ୍ୱ, ସତ୍ୟ, ସାର, ସାରତତ୍ତ୍ୱ, ସାରବସ୍ତୁ

किसी पदार्थ आदि का वास्तविक या मुख्य भाग या गुण।

आम का सार उसका रस होता है।
असलियत, तत्त्व, तत्व, दम, निचोड़, मूल तत्व, मूल-तत्व, मूलतत्व, सत, सत्त, सत्त्व, सत्व, सार, सार तत्त्व, सार तत्व, सार वस्तु

A sketchy summary of the main points of an argument or theory.

abstract, outline, precis, synopsis

ନିଶ୍ଚିତ   ବିଶେଷଣ

ଅର୍ଥ : ଯାହାର କିଛି ଚିନ୍ତା ନାହିଁ

ଉଦାହରଣ : ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ

ସମକକ୍ଷ : ଅଚିନ୍ତା, ଚିନ୍ତାମୁକ୍ତ, ଚିନ୍ତାରହିତ, ଚିନ୍ତାହୀନ

Free of trouble and worry and care.

The carefree joys of childhood.
Carefree millionaires, untroubled financially.
carefree, unworried

ଅର୍ଥ : ଯାହା ନିଶ୍ଚୟ କରୁଛି

ଉଦାହରଣ : ଏହା ଅପରାଧର ନିଶ୍ଚିତ ପ୍ରମାଣ

निश्चय करने वाला।

ये अपराध के निश्चयक प्रमाण हैं।
अवच्छेदक, निश्चयक

ଅର୍ଥ : ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ

ଉଦାହରଣ : ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ

ସମକକ୍ଷ : ଅଟଳ, ଅନିବାର୍ଯ୍ୟ, ଅବଶ୍ୟମ୍ଭାବୀ

जो टले नहीं, अवश्य ही हो।

हर जन्म लेनेवाले जीव की मृत्यु अवश्यंभावी है।
अटल, अटलनीय, अनिवार्य, अबाध्य, अमिट, अवश्यंभावी, अवश्यम्भावी, अवाय, अवारण, अवारणीय, अवार्य, तय

Invariably occurring or appearing.

The inevitable changes of the seasons.
inevitable

ଅର୍ଥ : ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ

ଉଦାହରଣ : ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ

ସମକକ୍ଷ : ଅନିର୍ବାଯ୍ୟ, ଆବଶ୍ୟକ

जिसे लेना,रखना या मानना बिलकुल आवश्यक हो।

पाँचवा प्रश्न अनिवार्य है।
अनिवार्य, अपरिहार्य, परमावश्यक, लाजमी, लाज़मी, लाज़िम, लाज़िमी, लाजिम, लाजिमी

Required by rule.

In most schools physical education is compulsory.
Attendance is mandatory.
Required reading.
compulsory, mandatory, required

ଅର୍ଥ : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ

ଉଦାହରଣ : ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି

ସମକକ୍ଷ : ଅବଧାରିତ, ଠିକ୍‌, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ

जो नियत या निर्धारित हो।

मैं निश्चित जगह पर पहुँच जाऊँगा।
अवधारित, अवधृत, अवसित, अविकल्प, ऐन, कायम, ठीक, तय, नियत, नियमित, निर्दिष्ट, निर्धारित, निश्चित, प्रवृत्त

Characterized by certainty or security.

A tiny but assured income.
We can never have completely assured lives.
assured