ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଶାକାଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଶାକାଠି   ବିଶେଷ୍ୟ

ଅର୍ଥ : କାଠ ବା ହାଡ଼ରେ ତିଆରି ଛଅ ଖଣ୍ଡ କାଠି ଭଳି ଲମ୍ବା ଖଣ୍ଡ ଯାହାର ଉପର ଭାଗରେ ବିନ୍ଦୁ ଚିହ୍ନ ଦିଆଯାଇଥାଏ ଏବଂ ଯେଉଁଥିରେ ପଶା ଆଦି ଖେଳାଯାଏ

ଉଦାହରଣ : ମୋହନ ପଶାକାଠି ଚଳାଇବାରେ ଦକ୍ଷ

ସମକକ୍ଷ : ଅକ୍ଷ, ଦ୍ୟୁତ, ସାର

काठ या हड्डी के वे छह पहलों वाले लम्बे टुकड़े जिनके पहलों पर बिन्दियाँ बनी होती हैं जिनसे चौसर आदि खेल खेलते हैं।

मोहन पासा फेंकने में माहिर है।
अक्ष, अय, पाँसा, पासा, सारि, सारी