ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକ୍ଷ   ବିଶେଷ୍ୟ

ଅର୍ଥ : ପୃଥିବୀରେ ଦୁଇ ମେରୁ ମଧ୍ୟରେ ଅବସ୍ଥିତ କଳ୍ପିତ ସରଳରେଖା

ଉଦାହରଣ : ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଛି

ସମକକ୍ଷ : ମେରୁଦଣ୍ଡ

पृथ्वी के दोनों ध्रुवों के बीच की सीधी कल्पित रेखा।

पृथ्वी अपने अक्ष पर घुमती है।
अक्ष, कीलक, धुरी, मेरु दंड, मेरु दण्ड, मेरु-दंड, मेरु-दण्ड, मेरुदंड, मेरुदण्ड, रीढ़

The center around which something rotates.

axis, axis of rotation

ଅର୍ଥ : କାଠ ଅଥବା ଲୁହା ଅକ୍ଷ ଯାହା ଉପରେ ଚକ ବୁଲେ

ଉଦାହରଣ : ଅଖ ଘସି ହୋଇ ଭାଙ୍ଗି ଗଲା

ସମକକ୍ଷ : ଅଖ

लकड़ी अथवा लोहे का डंडा जिस पर गड़ारी घूमती है।

अखौट घिस कर टूट गया।
अखौट, अखौटा

ଅର୍ଥ : କାଠ ବା ହାଡ଼ରେ ତିଆରି ଛଅ ଖଣ୍ଡ କାଠି ଭଳି ଲମ୍ବା ଖଣ୍ଡ ଯାହାର ଉପର ଭାଗରେ ବିନ୍ଦୁ ଚିହ୍ନ ଦିଆଯାଇଥାଏ ଏବଂ ଯେଉଁଥିରେ ପଶା ଆଦି ଖେଳାଯାଏ

ଉଦାହରଣ : ମୋହନ ପଶାକାଠି ଚଳାଇବାରେ ଦକ୍ଷ

ସମକକ୍ଷ : ଦ୍ୟୁତ, ପଶାକାଠି, ସାର

काठ या हड्डी के वे छह पहलों वाले लम्बे टुकड़े जिनके पहलों पर बिन्दियाँ बनी होती हैं जिनसे चौसर आदि खेल खेलते हैं।

मोहन पासा फेंकने में माहिर है।
अक्ष, अय, पाँसा, पासा, सारि, सारी

ଅକ୍ଷ   ବିଶେଷଣ

ଅର୍ଥ : ଅକ୍ଷ ସହିତ ସମ୍ବନ୍ଧିତ

ଉଦାହରଣ : ପୃଥିବୀର ଅକ୍ଷ ସୂର୍ଯ୍ୟ ଆଡ଼କୁ ଢଳିଛି

अक्ष से संबंधित।

पृथ्वी का अक्षीय झुकाव सूर्य की तरफ़ है।
अक्षीय

Of or relating to or resembling an axis of rotation.

axial