ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ୟ   ବିଶେଷ୍ୟ

ଅର୍ଥ : ଯାହା ନ୍ୟାୟ ସଙ୍ଗତ, ଉଚିତ ଓ ଧର୍ମ ସହିତ ସମ୍ବନ୍ଧିତ

ଉଦାହରଣ : ସତ୍ୟ ରକ୍ଷାନିମନ୍ତେ ସେ ନିଜର ଜୀବନକୁ ବଳି ଦେଲେ

ସମକକ୍ଷ : ଠିକ୍‌, ଯଥାର୍ଥ, ସତ

वह जो न्यायसंगत, उचित और धर्म से संबंधित हो।

सत्य की रक्षा में उन्होंने अपनी जान गँवा दी।
अवितथ, ऋत, तहक़ीक़, तहकीक, पूत, यथार्थ, सच, सत्त, सत्य, साँच, सांच

A fact that has been verified.

At last he knew the truth.
The truth is that he didn't want to do it.
truth

ଅର୍ଥ : କୌଣସି ପଦାର୍ଥଆଦିର ବାସ୍ତବିକ ବା ମୁଖ୍ୟ ଭାଗ ବା ଗୁଣ

ଉଦାହରଣ : ଏହି ଅଧ୍ୟାୟର ସାର ହେଉଛି ଆମେ ସବୁବେଳେ ସତ୍ୟ କହିବା ଆବଶ୍ୟକ

ସମକକ୍ଷ : ନିଶ୍ଚିତ, ମୂଳତତ୍ତ୍ୱ, ସାର, ସାରତତ୍ତ୍ୱ, ସାରବସ୍ତୁ

किसी पदार्थ आदि का वास्तविक या मुख्य भाग या गुण।

आम का सार उसका रस होता है।
असलियत, तत्त्व, तत्व, दम, निचोड़, मूल तत्व, मूल-तत्व, मूलतत्व, सत, सत्त, सत्त्व, सत्व, सार, सार तत्त्व, सार तत्व, सार वस्तु

A sketchy summary of the main points of an argument or theory.

abstract, outline, precis, synopsis

ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର

ଉଦାହରଣ : ସତ୍ୟଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ

धृतराष्ट्र के एक पुत्र।

सत्व का वर्णन पुराणों में मिलता है।
सत्त्व, सत्व

An imaginary being of myth or fable.

mythical being

ସତ୍ୟ   ବିଶେଷଣ

ଅର୍ଥ : ଯେ ବାସ୍ତବରେ ଅଛି ବା ଥାଏ ବା ଏକଦମ ଠିକ୍‌

ଉଦାହରଣ : ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର ବାସ୍ତବିକ ଘଟଣା ଶୁଣିଲି

ସମକକ୍ଷ : ଅସଲି, ଠିକ୍‌, ପ୍ରକୃତ, ବାସ୍ତବିକ, ଯଥାର୍ଥ

जो वास्तव में हो या हुआ हो या बिल्कुल ठीक।

मैंने अभी-अभी एक अविश्वसनीय पर वास्तविक घटना सुनी है।
अकल्पित, अकाल्पनिक, अकूट, असल, असली, प्रकृत, प्राकृतिक, यथार्थ, वास्तव, वास्तविक, सच्चा, सही

ଅର୍ଥ : ଯେମିତି ହେବାକଥା ସେମିତି ବା ଯେଉଁଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ

ଉଦାହରଣ : ସାକ୍ଷୀମାନେ ଡରିମରି ସତ୍ୟ ବୟାନ ଦେଲେନାହିଁ

ସମକକ୍ଷ : ଠିକ, ଯଥାର୍ଥ, ସତ

जैसा हो वैसा या जिसमें किसी प्रकार का बनावटीपन या छुपाव न हो।

गवाह ने डर के मारे सत्य बयान नहीं दिया।
अवदात, ऋत, ठीक, यथार्थ, सच, सच्चा, सत्य, सही, साँचा, सांचा