ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷ୍କର୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷ୍କର୍ଷ   ବିଶେଷ୍ୟ

ଅର୍ଥ : ବିଚାର ବା ବିବେଚନା ଶେଷରେ ବାହାରୁଥିବା ସିଦ୍ଧାନ୍ତ

ଉଦାହରଣ : ଘଣ୍ଟାକର କଠିନ ପରିଶ୍ରମ ପରେ ଯାଇ ଆମେ ଏହି ଲେଖାର ନିଷ୍କର୍ଷ ପାଇଲୁ

ସମକକ୍ଷ : ତଥ୍ୟ, ସାର, ସାରତଥ୍ୟ, ସାରାଂଶ, ସିଦ୍ଧାନ୍ତ

किसी विचार या अनुभव का सबसे आवश्यक या सबसे महत्वपूर्ण हिस्सा।

एक घंटे की कड़ी मेहनत के बाद ही हम इस लेख के निष्कर्ष तक पहुँच पाए।
अनुगम, अनुगमन, उन्नयन, निचोड़, निष्कर्ष, सार

The central meaning or theme of a speech or literary work.

burden, core, effect, essence, gist

ଅର୍ଥ : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା

ଉଦାହରଣ : ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ

ସମକକ୍ଷ : ନିର୍ଣ୍ଣୟ, ନିଷ୍ପତ୍ତି, ଫଳାଫଳ, ସିଦ୍ଧାନ୍ତ

हेतु द्वारा किसी वस्तु की स्थिति का निश्चय।

बहुत प्रयत्न के बाद हम इस नतीजे पर पहुँचे हैं कि राम अच्छा आदमी है।
नतीजा, निर्णय, निष्कर्ष

A position or opinion or judgment reached after consideration.

A decision unfavorable to the opposition.
His conclusion took the evidence into account.
Satisfied with the panel's determination.
conclusion, decision, determination