ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଟି   ବିଶେଷ୍ୟ

ଅର୍ଥ : ଚେସ ଖେଳର କୌଣସି ଗୋଟି

ଉଦାହରଣ : ସେ ବହୁତ ଚେଷ୍ଟାକରି ନିଜର ଗୋଟି ବଞ୍ଚେଇଲା

ସମକକ୍ଷ : ଦାନ

शतरंज की कोई गोटी।

उसने बहुत कोशिश करके अपना मोहरा बचाया।
मोहरा

Any of 16 white and 16 black pieces used in playing the game of chess.

chess piece, chessman

ଅର୍ଥ : ପଥର, ମାଟି, ପ୍ଲାଷ୍ଟିକଆଦିର ଛୋଟ ଖଣ୍ଡ ଯାହାର ଉପଯୋଗ କୌଣସି ଖେଳରେ ହୋଇଥାଏ

ଉଦାହରଣ : ପିଲାମାନେ ଖେଳିବାପାଇଁ ଗୋଟି ଏକାଠି କରୁଛନ୍ତି

ସମକକ୍ଷ : ଦାନ, ସାର

पत्थर, मिट्टी, प्लास्टिक आदि का वह छोटा टुकड़ा जिसका उपयोग किसी खेल में होता है।

बच्चे खेलने के लिए गोटियाँ एकत्रित कर रहे हैं।
गोटी, सारि

Game equipment consisting of an object used in playing certain board games.

He taught me to set up the men on the chess board.
He sacrificed a piece to get a strategic advantage.
man, piece

ଅର୍ଥ : ପଶା, ତାସ ଆଦିର ଖେଳରେ ପତ୍ର ବା ଦାନ ବାଦିରେ ରଖିବା ଆଗକୁ ବଢ଼ିବାର କ୍ରିୟା

ଉଦାହରଣ : ଦାନ ଚଲେଇବା ଆପଣଙ୍କ ପାଳି

ସମକକ୍ଷ : ଦାନ

शतरंज,ताश चौरस आदि के खेल में, पत्ता या मोहरा दाँव पर रखने या आगे बढ़ाने की क्रिया।

चाल चलने की आपकी बारी है।
चाल

(game) a player's turn to take some action permitted by the rules of the game.

move