ଅର୍ଥ : ବିଭକ୍ତି, ପ୍ରତ୍ୟୟ ଆଦି ଲାଗିଲେ ଶବ୍ଦ ବା ବର୍ଣ୍ଣରେ ହେଉଥିବା ରୂପାନ୍ତର
ଉଦାହରଣ :
ପିଲା ଶବ୍ଦର ରୂପ ପିଲାର, ପିଲାକୁ, ପିଲାଦ୍ୱାରା ଇତ୍ୟାଦି ପଦ ତିଆରି ହୁଏ
ସମକକ୍ଷ : ଶବ୍ଦରୂପ
ଅର୍ଥ : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
ଉଦାହରଣ :
ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
ସମକକ୍ଷ : ଚେହେରା, ସୌନ୍ଦର୍ଯ୍ୟ
ଅର୍ଥ : ଯେଉଁ ବିଶେଷ ଅନୁମାନଦ୍ୱାରା କିଛି ପ୍ରଦର୍ଶିତ ବା ଅଭିବ୍ୟକ୍ତ ହୋଇଥାଏ
ଉଦାହରଣ :
କାଳୀ ହେଉଛନ୍ତି ଦୁର୍ଗାଙ୍କ ରୌଦ୍ର ରୂପ