ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୂରଦର୍ଶନ ପ୍ରସାରଣର ଦୃଶ୍ୟଭାଗ
ଉଦାହରଣ : ଟିଭିରେ କେବଳ ଶବ୍ଦ ଆସୁଛି କିନ୍ତୁ ଚିତ୍ର ଦେଖାଯାଉନାହିଁ
ସମକକ୍ଷ : ଚିତ୍ର, ପିକଚର, ଫଟୋ, ଭିଡିଓ
दूरदर्शन प्रसारण का दृश्य भाग।
The visible part of a television transmission.
ଅର୍ଥ : ରଙ୍ଗଦ୍ୱାରା କରାଯାଉଥିବା ଚିତ୍ର
ଉଦାହରଣ : ମୋଦ୍ୱାରା ଏହି ଚିତ୍ର ଅଙ୍କାଯାଇଛି
ସମକକ୍ଷ : ଚିତ୍ର, ପେଣ୍ଟିଂ
* पेंट से बनाया हुआ चित्र।
Graphic art consisting of an artistic composition made by applying paints to a surface.
ଅର୍ଥ : ଛବି, ଲୋକଙ୍କ ସାମ୍ନାରେ ବ୍ୟକ୍ତି, ସଂସ୍ଥା ବା ବସ୍ତୁ ଆଦିର ସାମାନ୍ୟ ପ୍ରଭାବ ପ୍ରସ୍ତୁତ କରେ
ଉଦାହରଣ : ନିଜର କର୍ମ ଅନୁସାରେ ଆମେ ନିଜର ତଥା ଦେଶର ଚିତ୍ରକୁ ବଦଳାଇ ପାରିବୁ
ସମକକ୍ଷ : ଚିତ୍ର, ସ୍ଥିତି
वह सामान्य प्रभाव जो व्यक्ति, संस्था या वस्तु आदि लोगों के सामने प्रस्तुत करता है।
The general impression that something (a person or organization or product) presents to the public.
ଅର୍ଥ : ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
ଉଦାହରଣ : କଳାନିକେତନରେ ମକୱୁଲ୍ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
ସମକକ୍ଷ : ଆଲେଖ୍ୟ, ଚିତ୍ର, ପ୍ରତିକୃତି
रेखाओं या रंगों आदि से बनी हुई किसी वस्तु आदि की आकृति।
ଅର୍ଥ : ଶୋଭିତ ହେବାର ଅବସ୍ଥା ବା ଭାବ
ଉଦାହରଣ : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ
ସମକକ୍ଷ : କାନ୍ତି, ଦୀପ୍ତି, ରମଣୀୟତା, ଶୋଭା, ସୁନ୍ଦରତା, ସୌନ୍ଦର୍ଯ୍ୟ
शोभित होने की अवस्था या भाव।
A quality that outshines the usual.
ଅର୍ଥ : କୌଣସି କଥନ, ବିବେଚନ, ବିବରଣ ଇତ୍ୟାଦିକୁ ସ୍ପଷ୍ଟ କରିବପାଇଁ ଉପସ୍ଥିତ କରାଯାଉଥିବା କୌଣସି ବସ୍ତୁର ପ୍ରତିକୃତି
ଉଦାହରଣ : ଛବି ସହାୟତାରେ ପଢ଼ାଇଲେ ପିଲାମାନେ ଶୀଘ୍ର ବୁଝିପାରନ୍ତି
ସମକକ୍ଷ : ଚିତ୍ର, ରୂପ
किसी वस्तु की वह प्रतिकृति जो किसी कथन, विवेचन, विवरण, आदि को स्पष्ट करने के लिए उपस्थित की जाए।
Illustrations used to decorate or explain a text.
ସଂସ୍ଥାପନ କରନ୍ତୁ