ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ, କାର୍ଯ୍ୟଆଦିକୁ ତିଆରି କରିବା ବା କରିବା ପୂର୍ବରୁ ନିର୍ମାଣ କରାଯାଉଥିବା ତାହାର ଢାଞ୍ଚା
ଉଦାହରଣ : ନୂଆ ଯନ୍ତ୍ରର ନମୂନା ତିଆରି ହୋଇଗଲାଣି
ସମକକ୍ଷ : ନମୂନା, ପ୍ରତିମାନ, ପ୍ରାରୂପ, ମଡ଼େଲ
किसी वस्तु, कार्य आदि को बनाने या करने से पहले तैयार की गई उसकी छोटी प्रतिकृति।
Scale drawing of a structure.
ଅର୍ଥ : ତିଆରି କରାଯାଉଥିବା କୌଣସି ରୂପ ବା କାମର ଯେଉଁ ସ୍ଥୂଳ ଅନୁମାନ ତାର ଆକାରପ୍ରକାର ଆଦିର ପରିଚାୟକ
ଉଦାହରଣ : କୌଣସି କାର୍ଯ୍ୟ ଆରମ୍ଭ କରିବାପୂର୍ବରୁ ତା ରୂପରେଖ ତିଆରି କରାଯାଏ
ସମକକ୍ଷ : ଅଭିକଳ୍ପ
किसी बनाए जाने वाले रूप या किए जाने वाले काम का वह स्थूल अनुमान जो उसके आकार-प्रकार आदि का परिचायक होता है।
Something intended as a guide for making something else.
ଅର୍ଥ : କୌଣସି ବସ୍ତୁର ସେହି ବାହ୍ୟ ଏବଂ ଦୃଶ୍ୟ ବିଷୟ ଯେଉଁଥିରୁ ତାହାର ଲମ୍ବା, ଚଉଡ଼ା, ପ୍ରକାର, ସ୍ୱରୂପଆଦିର ଜ୍ଞାନ ମିଳେ
ଉଦାହରଣ : ଦ୍ରବର କୌଣସି ନିଶ୍ଚିତ ଆକୃତି ନାହିଁ
ସମକକ୍ଷ : ଆକାର, ଆକୃତି, ମୂର୍ତ୍ତି, ରୂପ, ସ୍ୱରୂପ
किसी वस्तु की वे बाहरी और दृश्य बातें जिनसे उसकी लम्बाई, चौड़ाई, प्रकार, स्वरूप आदि का ज्ञान होता है।
The visual appearance of something or someone.
ସଂସ୍ଥାପନ କରନ୍ତୁ