ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂରଚନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂରଚନା   ବିଶେଷ୍ୟ

ଅର୍ଥ : ତିଆରି ବା ତିଆରି କରିବା ଭାବ ବା ଢଙ୍ଗ

ଉଦାହରଣ : ତାର ଶରୀରର ସଂରଚନା ସୁଗଠିତ

ସମକକ୍ଷ : ଗଠନ, ଗଢ଼୍ଣ, ରୂପ

बनने या बनाने का भाव या ढंग।

उसके शरीर की संरचना सुगठित है।
गठन, तराश, तर्ज, बनावट, रचना, संरचना

ଅର୍ଥ : ଅନେକ ଅବୟବଯୁକ୍ତ ରଚନା‌

ଉଦାହରଣ : ମଣିଷର ଶାରୀରିକ ସଂରଚନା ଜଟିଳ

ସମକକ୍ଷ : ଗଢ଼ଣ

एक या अनेक अंगों या उपांगों वाली कोई भी निर्मित वस्तु या रचना।

मनुष्य की आंतरिक शारीरिक संरचना जटिल है।
खंभा, किला, पुल, भवन आदि संरचनाएँ हैं।
बनावट, संरचना

ଅର୍ଥ : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)

ଉଦାହରଣ : କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ

ସମକକ୍ଷ : ଆକୃତି, ପ୍ରତିରୂପ, ପ୍ରାରୂପ, ରୂପ

* कोई स्थानिक विशेषता (विशेषकर जैसा कि रूपरेखा में परिभाषित किया गया हो)।

किसी गीत आदि के संगीत संबंधी रूप को एक संगीतज्ञ ही अच्छी तरह समझ सकता है।
आकृति, प्रतिरूप, प्रारूप, रूप, संरचना

Any spatial attributes (especially as defined by outline).

He could barely make out their shapes.
configuration, conformation, contour, form, shape