ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : (ଜୀବବିଜ୍ଞାନ) କୌଣସି ଜାତିରେ ଜୀବମାନଙ୍କର ଗୋଟିଏ ବର୍ଗ ଯାହା ସମାନ ବର୍ଗ ଠାରୁ ମାମୁଲି ରୂପରେ ଅଲଗା ବା ଭିନ୍ନ ହୋଇଥାଏ
ଉଦାହରଣ : ଗୋଟିଏ ନୂଆ ପ୍ରକାରର ସୂକ୍ଷ୍ମଜୀବମାନଙ୍କର ସନ୍ଧାନ ମିଳିଛି
ସମକକ୍ଷ : ପ୍ରକାର, ଫର୍ମ
जीवविज्ञान में किसी जाति में जीवों का एक वर्ग जो समान वर्ग से मामूली रूप में अलग या भिन्न होता है।
ଅର୍ଥ : ଶରୀରର ଗଠନ
ଉଦାହରଣ : ତାଙ୍କର ଶରୀରଗଢଣ ଭାରି ଭଲ
ସମକକ୍ଷ : ଗଢ଼ଣ, ଚେହେରା, ସାଦୃଶ୍ୟ
शरीर की गठन या उसकी लंबाई, चौड़ाई, प्रकार, स्वरूप आदि।
ଅର୍ଥ : କୌଣସି ବସ୍ତୁର ସେହି ବାହ୍ୟ ଏବଂ ଦୃଶ୍ୟ ବିଷୟ ଯେଉଁଥିରୁ ତାହାର ଲମ୍ବା, ଚଉଡ଼ା, ପ୍ରକାର, ସ୍ୱରୂପଆଦିର ଜ୍ଞାନ ମିଳେ
ଉଦାହରଣ : ଦ୍ରବର କୌଣସି ନିଶ୍ଚିତ ଆକୃତି ନାହିଁ
ସମକକ୍ଷ : ଆକୃତି, ମୂର୍ତ୍ତି, ରୂପ, ରୂପରେଖ, ସ୍ୱରୂପ
किसी वस्तु की वे बाहरी और दृश्य बातें जिनसे उसकी लम्बाई, चौड़ाई, प्रकार, स्वरूप आदि का ज्ञान होता है।
The visual appearance of something or someone.
ସଂସ୍ଥାପନ କରନ୍ତୁ