ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂର୍ତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂର୍ତ୍ତି   ବିଶେଷ୍ୟ

ଅର୍ଥ : କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି

ଉଦାହରଣ : ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ

ସମକକ୍ଷ : ପ୍ରତିମା, ପ୍ରତିମୂର୍ତ୍ତି

किसी की आकृति के अनुरूप गढ़ी हुई आकृति।

वह किसी भी प्रकार की मूर्ति बना लेता है।
अरचा, अर्चा, प्रतिमा, बुत, मूरत, मूर्ति

A sculpture representing a human or animal.

statue

ଅର୍ଥ : କୌଣସି ବସ୍ତୁର ସେହି ବାହ୍ୟ ଏବଂ ଦୃଶ୍ୟ ବିଷୟ ଯେଉଁଥିରୁ ତାହାର ଲମ୍ବା, ଚଉଡ଼ା, ପ୍ରକାର, ସ୍ୱରୂପଆଦିର ଜ୍ଞାନ ମିଳେ

ଉଦାହରଣ : ଦ୍ରବର କୌଣସି ନିଶ୍ଚିତ ଆକୃତି ନାହିଁ

ସମକକ୍ଷ : ଆକାର, ଆକୃତି, ରୂପ, ରୂପରେଖ, ସ୍ୱରୂପ

किसी वस्तु की वे बाहरी और दृश्य बातें जिनसे उसकी लम्बाई, चौड़ाई, प्रकार, स्वरूप आदि का ज्ञान होता है।

द्रव की कोई निश्चित आकृति नहीं होती।
अनुहरिया, अनुहार, आकार, आकार प्रकार, आकार-प्रकार, आकृति, ढाँचा, ढांचा, प्रतिभास, बनावट, मूर्ति, मूर्त्ति, रंग रूप, रंग-रूप, रंगरूप, रूप, रूप रंग, रूप रचना, रूप-रंग, रूप-रचना, रूपरंग, शकल, शक्ल, संरचना, साइज, साइज़, स्वरूप

The visual appearance of something or someone.

The delicate cast of his features.
cast, form, shape

ଅର୍ଥ : କୌଣସି ଦେବୀ ବା ଦେବତାଙ୍କର ମୂର୍ତ୍ତି

ଉଦାହରଣ : ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ

ସମକକ୍ଷ : ଦେବପ୍ରତିମା, ପ୍ରତିମା, ପ୍ରତିମୂର୍ତ୍ତି, ବିଗ୍ରହ

किसी देवी या देवता की मूर्ति।

आज मंदिर में प्रतिमा स्थापित की जाएगी।
दैवत, प्रतिमा, विग्रह

A material effigy that is worshipped.

Thou shalt not make unto thee any graven image.
Money was his god.
god, graven image, idol