ଅର୍ଥ : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ
ଉଦାହରଣ :
ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି
ସମକକ୍ଷ : ମୁଖମଣ୍ଡଳ, ମୁଖାଭିବ୍ୟକ୍ତି, ହାବଭାବ
ଅର୍ଥ : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା
ଉଦାହରଣ :
ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ
ସମକକ୍ଷ : ରୂପ, ସୌନ୍ଦର୍ଯ୍ୟ
ଅର୍ଥ : ଚେହେରା ବା ମୁଁହର ଆକୃତିରୁ ପ୍ରକଟ ହେଉଥିବା ମନର ଭାବ
ଉଦାହରଣ :
ବାପାଙ୍କ ଚେହେରା ଦେଖି ମୁଁ ଭୟଭୀତ ହୋଇଗଲି
ସମକକ୍ଷ : ଦୃଷ୍ଟିଭଙ୍ଗୀ, ମନୋବୃତ୍ତି, ହାବଭାବ