ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୂରଦର୍ଶନ ପ୍ରସାରଣର ଦୃଶ୍ୟଭାଗ
ଉଦାହରଣ : ଟିଭିରେ କେବଳ ଶବ୍ଦ ଆସୁଛି କିନ୍ତୁ ଚିତ୍ର ଦେଖାଯାଉନାହିଁ
ସମକକ୍ଷ : ଛବି, ପିକଚର, ଫଟୋ, ଭିଡିଓ
दूरदर्शन प्रसारण का दृश्य भाग।
The visible part of a television transmission.
ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
ଉଦାହରଣ : ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
ସମକକ୍ଷ : ଚିତ୍ରପଟ, ଫଟୋ
किसी व्यक्ति की ज्यों-की-त्यों तैयार की हुई प्रतिकृति।
A visual representation (of an object or scene or person or abstraction) produced on a surface.
ଅର୍ଥ : ରଙ୍ଗଦ୍ୱାରା କରାଯାଉଥିବା ଚିତ୍ର
ଉଦାହରଣ : ମୋଦ୍ୱାରା ଏହି ଚିତ୍ର ଅଙ୍କାଯାଇଛି
ସମକକ୍ଷ : ଛବି, ପେଣ୍ଟିଂ
* पेंट से बनाया हुआ चित्र।
Graphic art consisting of an artistic composition made by applying paints to a surface.
ଅର୍ଥ : ଛବି, ଲୋକଙ୍କ ସାମ୍ନାରେ ବ୍ୟକ୍ତି, ସଂସ୍ଥା ବା ବସ୍ତୁ ଆଦିର ସାମାନ୍ୟ ପ୍ରଭାବ ପ୍ରସ୍ତୁତ କରେ
ଉଦାହରଣ : ନିଜର କର୍ମ ଅନୁସାରେ ଆମେ ନିଜର ତଥା ଦେଶର ଚିତ୍ରକୁ ବଦଳାଇ ପାରିବୁ
ସମକକ୍ଷ : ଛବି, ସ୍ଥିତି
वह सामान्य प्रभाव जो व्यक्ति, संस्था या वस्तु आदि लोगों के सामने प्रस्तुत करता है।
The general impression that something (a person or organization or product) presents to the public.
ଅର୍ଥ : ଘର, ଭବନଆଦି ତିଆରି କରିବା ପୂର୍ବରୁ ଭୂମି ଉପରେ କାନ୍ଥ, ବଖରାଆଦିର ରେଖାଙ୍କିତ ଚିତ୍ର
ଉଦାହରଣ : ବାପା ଏହି ଘରର ନକ୍ସା ନିଜେ ତିଆରି କରିଥିଲେ
ସମକକ୍ଷ : ନକ୍ସା
घर, भवन आदि बनाने से पहले उसकी भूमि पर बननेवाली दीवारों,कोठरियों आदि का रेखाओं से बना चित्र।
A plan or design of something that is laid out.
ଅର୍ଥ : ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
ଉଦାହରଣ : କଳାନିକେତନରେ ମକୱୁଲ୍ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
ସମକକ୍ଷ : ଆଲେଖ୍ୟ, ଛବି, ପ୍ରତିକୃତି
रेखाओं या रंगों आदि से बनी हुई किसी वस्तु आदि की आकृति।
ଅର୍ଥ : କୌଣସି କଥନ, ବିବେଚନ, ବିବରଣ ଇତ୍ୟାଦିକୁ ସ୍ପଷ୍ଟ କରିବପାଇଁ ଉପସ୍ଥିତ କରାଯାଉଥିବା କୌଣସି ବସ୍ତୁର ପ୍ରତିକୃତି
ଉଦାହରଣ : ଛବି ସହାୟତାରେ ପଢ଼ାଇଲେ ପିଲାମାନେ ଶୀଘ୍ର ବୁଝିପାରନ୍ତି
ସମକକ୍ଷ : ଛବି, ରୂପ
किसी वस्तु की वह प्रतिकृति जो किसी कथन, विवेचन, विवरण, आदि को स्पष्ट करने के लिए उपस्थित की जाए।
Illustrations used to decorate or explain a text.
ସଂସ୍ଥାପନ କରନ୍ତୁ