ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୌନ୍ଦର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୌନ୍ଦର୍ଯ୍ୟ   ବିଶେଷ୍ୟ

ଅର୍ଥ : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ

ଉଦାହରଣ : ବସନ୍ତର ଶୋଭା ଚାରିଆଡେ ଦିଶୁଛି

ସମକକ୍ଷ : କାନ୍ତି, ଶୋଭା

सुहावना होने या लगने की अवस्था या भाव।

वसंत की बहार चहु ओर दिखाई दे रही है।
बहार, रौनक, रौनक़, सुहावनापन

Pleasantness resulting from agreeable conditions.

A well trained staff saw to the agreeableness of our accommodations.
He discovered the amenities of reading at an early age.
agreeableness, amenity

ଅର୍ଥ : ଯାହା ସରସ ଓ ସୁନ୍ଦର

ଉଦାହରଣ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ

ସମକକ୍ଷ : ଦ୍ୟୁତି, ଲାବଣ୍ୟ

ଅର୍ଥ : ଶୋଭିତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ

ସମକକ୍ଷ : କାନ୍ତି, ଛବି, ଦୀପ୍ତି, ରମଣୀୟତା, ଶୋଭା, ସୁନ୍ଦରତା

A quality that outshines the usual.

brilliancy, luster, lustre, splendor, splendour

ଅର୍ଥ : କୌଣସି ସ୍ତ୍ରୀଲୋକର (ଉତ୍କୃଷ୍ଟ) ଶାରୀରିକ ସୁନ୍ଦରତା

ଉଦାହରଣ : ତାର ସୌନ୍ଦର୍ଯ୍ୟ ଅଦ୍ୱିତୀୟ

ସମକକ୍ଷ : ଚେହେରା, ରୂପ

किसी स्त्री का (उत्कृष्ट) शारीरिक सौंदर्य।

उसका हुस्न लाजवाब है।
हुस्न