ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରାପ୍ତି   ବିଶେଷ୍ୟ

ଅର୍ଥ : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ

ଉଦାହରଣ : ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା

ସମକକ୍ଷ : ମିଳିବା, ସଂପ୍ରାପ୍ତି

प्राप्त होने, हाथ में आने या मिलने की क्रिया या भाव।

उसे पुत्र रत्न की प्राप्ति हुई।
अधिगम, अधिगमन, अवाप्ति, आलंभ, आलंभन, आलम्भ, आलम्भन, प्राप्ति, भव, मिलना, संग्रहण, संप्राप्ति, सङ्ग्रहण, समवाप्ति, सम्प्राप्ति

The act of receiving.

receipt, reception

ଅର୍ଥ : କିଛି ପ୍ରାପ୍ତକରିବା (ବା ଉତ୍ପନ୍ନ) କରିବାର କ୍ରିୟା

ଉଦାହରଣ : ବିଦ୍ୟା ଅର୍ଜନପାଇଁ ସେ ବିଦେଶକୁ ଯାଉଛି

ସମକକ୍ଷ : ଅର୍ଜନ, ଉପାର୍ଜନ, ଗ୍ରହଣ, ଲାଭ

कुछ प्राप्त करने या उत्पन्न करने की क्रिया।

विद्या उपार्जन के लिए वह विदेश जा रहा है।
अर्जन, उपार्जन

The act of acquiring something.

I envied his talent for acquiring.
He's much more interested in the getting than in the giving.
acquiring, getting

ଅର୍ଥ : ଆଠଟି ସିଦ୍ଧି ମଧ୍ୟରୁ ଗୋଟିଏ

ଉଦାହରଣ : ପ୍ରାପ୍ତିକୁ ପ୍ରାପ୍ତହେଲେ ମନୁଷ୍ୟକୁ ଇପ୍ସିତ ବସ୍ତୁ ମିଳେ

आठ सिद्धियों में से एक।

प्राप्ति के प्राप्त होने पर मनुष्य को इच्छित वस्तु मिलती है।
प्राप्ति