ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପ୍ରାପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପ୍ରାପ୍ତି   ବିଶେଷ୍ୟ

ଅର୍ଥ : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ

ଉଦାହରଣ : ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା

ସମକକ୍ଷ : ପ୍ରାପ୍ତି, ମିଳିବା

प्राप्त होने, हाथ में आने या मिलने की क्रिया या भाव।

उसे पुत्र रत्न की प्राप्ति हुई।
अधिगम, अधिगमन, अवाप्ति, आलंभ, आलंभन, आलम्भ, आलम्भन, प्राप्ति, भव, मिलना, संग्रहण, संप्राप्ति, सङ्ग्रहण, समवाप्ति, सम्प्राप्ति

The act of receiving.

receipt, reception

ଅର୍ଥ : (ଶରୀର ବିଜ୍ଞାନର) ଶରୀରରେ କୌଣସି ରୋଗର ରୋଗାଣୁ ପହଞ୍ଚାଇବା ଏବଂ ସେହି ରୋଗ ପରିପକ୍ବ ହେବାପର୍ଯ୍ୟନ୍ତ ତଥା ବାହ୍ୟ ଲକ୍ଷଣ ପରିପ୍ରକାଶିତ ହେବା ପର୍ଯ୍ୟନ୍ତ ଯେଉଁ ଶାରୀରିକ ଅବସ୍ଥା

ଉଦାହରଣ : ବସନ୍ତ ରୋଗ ସଂପ୍ରାପ୍ତିର ସମୟ ଦୁଇ ସପ୍ତାହ ବୋଲି ବିଶ୍ବାସ କରାଯାଏ

ସମକକ୍ଷ : ଅବଧି

(शरीर विज्ञान) वह शारीरिक अवस्था जो शरीर में किसी रोग के रोगाणु पहुँचने, उस रोग के परिपक्व होने और बाह्य लक्षण उपस्थित होने तक माना जाता है।

चेचक की संप्राप्ति का समय दो हफ्ता माना गया है।
इंक्यूबेशन, इन्क्यूबेशन, संप्राप्ति, सम्प्राप्ति

(pathology) the phase in the development of an infection between the time a pathogen enters the body and the time the first symptoms appear.

incubation