ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭେଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭେଟିବା   କ୍ରିୟାପଦ

ଅର୍ଥ : କାହା ସହିତ ଦେଖା କରିବା ବା ଭେଟିବା

ଉଦାହରଣ : ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ

ସମକକ୍ଷ : ଦେଖାକରିବା, ମିଶିବା, ସାକ୍ଷାତ କରିବା

किसी से मिलना या भेंट करना।

उसने शहर में अपने संबंधियों से भेंट की।
भेंट करना, भेंटना, मिलना, मुलाक़ात करना, मुलाकात करना

Go to see for a social visit.

I went to see my friend Mary the other day.
see

ଅର୍ଥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା

ଉଦାହରଣ : ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି

ସମକକ୍ଷ : ଏକତ୍ର ହେବା, ଦେଖାହେବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା, ସାକ୍ଷାତ କରିବା

* नियमित रूप से मिलना विशेषकर स्त्री पुरुष का या किसी के साथ स्थिर संबंध रखना।

वह एक अधेड़ आदमी से मिल रही है।
वह फिर से अपनी पहली बीबी से मिल रहा है।
डेट करना, मिलना

ଅର୍ଥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା

ଉଦାହରଣ : ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ

ସମକକ୍ଷ : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ମିଳିବା, ମିଶିବା, ସଂଘବଦ୍ଧ ହେବା

सार्वजनिक उद्देश्य या कार्य के लिए मिलना।

देश की उन्नति के लिए हम सभी मिलें।
एक होना, मिलना, संबद्ध होना

Join for a common purpose or in a common action.

These forces combined with others.
combine