ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାଠି ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାଠି ହେବା   କ୍ରିୟାପଦ

ଅର୍ଥ : କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା

ଉଦାହରଣ : ତେଲ ପାଣିରେ କେବେ ବି ମିଶେ ନାହିଁ

ସମକକ୍ଷ : ଏକ ହେବା, ମିଶିବା, ମିଶ୍ରିତ ହେବା, ସମିଶ୍ରିତ ହେବା

किसी द्रव में किसी अन्य पदार्थ का मिलना।

तेल पानी में कभी नहीं घुलता।
घुलना

Pass into a solution.

The sugar quickly dissolved in the coffee.
dissolve

ଅର୍ଥ : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା

ଉଦାହରଣ : ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ

ସମକକ୍ଷ : ଏକତ୍ରିତ ହେବା, ଏକହେବା, ଭେଟିବା, ମିଳିବା, ମିଶିବା, ସଂଘବଦ୍ଧ ହେବା

सार्वजनिक उद्देश्य या कार्य के लिए मिलना।

देश की उन्नति के लिए हम सभी मिलें।
एक होना, मिलना, संबद्ध होना

Join for a common purpose or in a common action.

These forces combined with others.
combine

ଅର୍ଥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା

ଉଦାହରଣ : ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି

ସମକକ୍ଷ : ଏକତ୍ରିତ ହେବା, ଜମିବା, ରୁଣ୍ଡହେବା

किसी एक जगह पर इकट्ठा होना।

सभी बच्चे मैदान में इकट्ठे हो रहे हैं।
गड्ढे में पानी एकत्र हो गया है।
अगटना, इकट्ठा होना, एकत्र होना, एकत्रित होना, गोलियाना, घुमड़ना, जमना, जमा होना, जुटना, जुड़ना

Collect or gather.

Journals are accumulating in my office.
The work keeps piling up.
accumulate, amass, conglomerate, cumulate, gather, pile up