ଅର୍ଥ : କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
ଉଦାହରଣ :
ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
ସମକକ୍ଷ : ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବ୍ୟାଖ୍ୟା କରିବା
ଅର୍ଥ : କୌଣସି କଥା ଆଦିକୁ ଜାଣିବା
ଉଦାହରଣ :
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
ସମକକ୍ଷ : ଧରିବା
ଅର୍ଥ : ବୁଦ୍ଧି ବା ଜ୍ଞାନ ପ୍ରଦାନ କରିବା
ଉଦାହରଣ :
ଅଧ୍ୟାପକ ପିଲାମାନଙ୍କୁ ଗଣିତ ବୁଝେଇଲେ
ସମକକ୍ଷ : ଅବଗତ କରିବା, ବତେଇବା