ଅର୍ଥ : କାହାରିଠୁ କିଛି ନେବାର କ୍ରିୟା
ଉଦାହରଣ :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
ସମକକ୍ଷ : ଗ୍ରହଣ
ଅର୍ଥ : କାହାଠାରୁ କୌଣସି ବସ୍ତୁ ଜବରଦସ୍ତ ନେବା
ଉଦାହରଣ :
ଡକାୟତମାନେ ଯାତ୍ରୀମାନଙ୍କର ସବୁ ଜିନିଷ ଛଡ଼ାଇ ନେଲେ
ସମକକ୍ଷ : ଅପହରଣ କରିନେବା, ଲୁଟି ନେବା
ଅର୍ଥ : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
ଉଦାହରଣ :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
ସମକକ୍ଷ : ଧରିବା
ଅର୍ଥ : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
ଉଦାହରଣ :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ସମକକ୍ଷ : ଗ୍ରହଣ କରିବା, ପାଇବା, ପ୍ରାପ୍ତ କରିବା
ଅର୍ଥ : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା
ଉଦାହରଣ :
ମହାଜନ ହଜାରେ ଟଙ୍କା ସୁଧ କଷିଲା
ସମକକ୍ଷ : କଷିବା, ବାହାରକରିବା
ଅର୍ଥ : ବାଛିକି ନେବା
ଉଦାହରଣ :
ମାଆଙ୍କ ଚାରୋଟି ଶାଢ଼ୀରୁ ଶୀଲା ଗୋଟିଏ ନେଲା
ଅର୍ଥ : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
ଉଦାହରଣ :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
ସମକକ୍ଷ : ଗ୍ରହଣ କରିବା, ଧାରଣ କରିବା, ଯାପନ କରିବା
ଅର୍ଥ : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
ଉଦାହରଣ :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
ସମକକ୍ଷ : ଗ୍ରହଣ କରିବା, ସ୍ୱୀକାର କରିବା