ଅର୍ଥ : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
ଉଦାହରଣ :
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
ସମକକ୍ଷ : ଉତ୍ପନ୍ନ ହେବା, ଘଟିବା, ପରିଣତ ହେବା, ସଂପାଦିତ ହେବା
ଅର୍ଥ : କୌଣସି ବିଶିଷ୍ଟ ବା ନିଶ୍ଚିତ ଅବସ୍ଥା ବା ସ୍ଥିତିରେ ରହିବା
ଉଦାହରଣ :
ମୁଁ ଅସୁବିଧାରେ ଅଛି ଆପଣ ଭଲରେ ଅଛନ୍ତି
ସମକକ୍ଷ : ରହିବା
ଅର୍ଥ : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
ଉଦାହରଣ :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
ସମକକ୍ଷ : ରହିବା
ଅର୍ଥ : ପ୍ରତିରୂପ ହେବା
ଉଦାହରଣ :
ମାନସ ପୂରାପୂରି ନିଜ ମାଆ ପରି ହୋଇଛି
ଅର୍ଥ : ସମ୍ବନ୍ଧ ବା ସଂପର୍କରେ କିଛି ହେବା
ଉଦାହରଣ :
ମନୋଜ ସଂପର୍କରେ ମୋର ଦାଦା ହୁଅନ୍ତି
ସମକକ୍ଷ : ଲାଗିବା, ସମ୍ପର୍କ ହେବା
ଅର୍ଥ : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
ଉଦାହରଣ :
ପବନ ଧିମା ହୋଇଗଲା
ସମକକ୍ଷ : ଘଟିବା, ପରିଣତ ହେବା, ହୋଇଯିବା
ଅର୍ଥ : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
ଉଦାହରଣ :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
ସମକକ୍ଷ : ଘଟିବା, ଥିବା, ରହିବା, ସଂପର୍କ ଥିବା