ଅର୍ଥ : ଯେଉଁ କଳାଦାଗ ବା ଚିହ୍ନ ଉପରେ ଅଭ୍ୟାସ ନିମନ୍ତେ ନିଶାଣ ଲଗାଯାଏ
ଉଦାହରଣ :
ସେ ପ୍ରଥମ ନିଶାଣରେ ଚାନ୍ଦ ଭେଦ କରିଦେଲା
ଅର୍ଥ : ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧୁଥିବା ଅର୍ଦ୍ଧଚନ୍ଦ୍ରାକାର ଏକ ଆଭୂଷଣ
ଉଦାହରଣ :
ମୋହିନୀର ମୁଣ୍ଡରେ ଚନ୍ଦ୍ରିକା ଶୋଭାବର୍ଦ୍ଧନ କରୁଛି
ସମକକ୍ଷ : ଚନ୍ଦ୍ରିକା
ଅର୍ଥ : ଦିତୀୟା ଚାନ୍ଦ ଆକାରର ଏକ ଗହଣା
ଉଦାହରଣ :
ଶୀଲା ହୀରା ଲଗାଯାଇଥିବା ଚାନ୍ଦ ପିନ୍ଧିଛି