ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନ୍ଦ୍ରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନ୍ଦ୍ରିକା   ବିଶେଷ୍ୟ

ଅର୍ଥ : ଚନ୍ଦ୍ରମାର କିରଣ

ଉଦାହରଣ : ହ୍ରଦରେ ପଡ଼ୁଥିବା ଚନ୍ଦ୍ରକିରଣ ଦର୍ଶନୀୟ ହୋଇଛି

ସମକକ୍ଷ : ଚନ୍ଦ୍ରକିରଣ, ଜ୍ୟୋତ୍ସ୍ନା

A ray of moonlight.

moon ray, moon-ray, moonbeam

ଅର୍ଥ : ମୟୂର ପୁଚ୍ଛରେ ଥିବା ଆଖି ଭଳି ଚିହ୍ନ

ଉଦାହରଣ : ଚନ୍ଦ୍ରିକା ଦ୍ୱାରା ମୟୂରପୁଚ୍ଛର ସୌନ୍ଦର୍ଯ୍ୟ ବଢ଼ିଯାଏ

ସମକକ୍ଷ : ଚଂଦ୍ରିକା

मोर की पूँछ पर बना आँख की तरह का चिह्न।

चंद्रिका से मोर के पंख की सुंदरता बढ़ जाती है।
अर्द्धचंद्र, अर्द्धचन्द्र, अर्धचंद्र, अर्धचन्द्र, चंद्र, चंद्रिका

ଅର୍ଥ : ଟୋପି ଆଦିରେ ଲଗାଯାଇଥିବା ମୋତି ବା ସୁନାରେ ତିଆରି ଏକ ଆଭୁଷଣ

ଉଦାହରଣ : ତାଙ୍କ ଟୋପିରେ ସୁନାର ଚୂଳ ଲାଗିଛି

ସମକକ୍ଷ : ଚୂଳ

टोपी आदि पर लगाने का एक आभूषण जो मोती या सोने का बनता है।

उनकी टोपी पर सोने की कलगी लगी है।
कँगूरा, कंगूरा, कलगी

ଅର୍ଥ : ସ୍ତ୍ରୀମାନେ ମୁଣ୍ଡରେ ପିନ୍ଧୁଥିବା ଅର୍ଦ୍ଧଚନ୍ଦ୍ରାକାର ଏକ ଆଭୂଷଣ

ଉଦାହରଣ : ମୋହିନୀର ମୁଣ୍ଡରେ ଚନ୍ଦ୍ରିକା ଶୋଭାବର୍ଦ୍ଧନ କରୁଛି

ସମକକ୍ଷ : ଚାନ୍ଦ

एक अर्धचन्द्राकार आभूषण जिसे स्त्रियाँ सिर पर पहनती हैं।

मोहिनी के सिर पर मथौरी शोभायमान है।
चंदक, चंद्रिका, चन्द्रिका, मथौरी

ଅର୍ଥ : ରାଜାମାନଙ୍କର ପଗଡ଼ି ବା ମକୁଟରେ ଲାଗାଯାଉଥିବା ବହୁମୂଲ୍ୟ ପର

ଉଦାହରଣ : ରାଜାଙ୍କ ମୁକୁଟର ଏକ ଚୂଳ ତଳକୁ ଖସିପଡ଼ିଲା

ସମକକ୍ଷ : ଚୂଳ

राजाओं की पगड़ी या ताज़ में लगाने का बहुमूल्य पर या पंख।

राजा के मुकुट की एक कलगी नीचे गिर गई।
कँगूरा, कंगूरा, कलगी

A feathered plume on a helmet.

panache