ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
ଉଦାହରଣ : ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ସମକକ୍ଷ : ଇନ୍ଦୁ, କଳାନିଧି, ଚନ୍ଦ୍ର, ଚାନ୍ଦ, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶାଙ୍କ, ଶଶୀ, ଶିବଶେଖର, ସୁଧାଂଶୁ, ହିମାଂଶୁ
पृथ्वी के चारों ओर चक्कर लगाने वाला एक उपग्रह।
The natural satellite of the Earth.
ଅର୍ଥ : ଅମୃତ ବର୍ଷଣ କରୁଥିବା
ଉଦାହରଣ : ପୂର୍ଣ୍ଣିମାର ଚନ୍ଦ୍ରକୁ ବିଶେଷକରି ସୁଧାକର ଚନ୍ଦ୍ର କୁହାଯାଏ
ସମକକ୍ଷ : ଅମୃତମୟ
अमृत बरसाने वाला।
ସଂସ୍ଥାପନ କରନ୍ତୁ
अमेजन से खरीदेँ