ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ : ଚନ୍ଦ୍ରଦେବତାଙ୍କୁ ଔଷଧଗୁଡ଼ିକର ସ୍ୱାମୀ ବୋଲି କୁହାଯାଇଛି
ସମକକ୍ଷ : ଚଂଦ୍ର, ଚଂଦ୍ରଦେବତା, ଚଂଦ୍ରମା, ଚନ୍ଦ୍ର, ଚନ୍ଦ୍ରଦେବତା, ଚନ୍ଦ୍ରମା, ମୟଂକ, ମୟଙ୍କ, ଶଶାଂକ, ହିମାଂଶୁ
हिन्दू धर्मग्रंथों में वर्णित एक देवता।
A deity worshipped by the Hindus.
ଅର୍ଥ : ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
ଉଦାହରଣ : ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ସମକକ୍ଷ : ଇନ୍ଦୁ, କଳାନିଧି, ଚନ୍ଦ୍ର, ଚାନ୍ଦ, ଜହ୍ନ, ଜ୍ୟୋତ୍ସ୍ନା, ନିଶାକାର, ନିଶାମଣି, ନିଶିକାନ୍ତ, ରଜନୀଶ, ରାକେଶ, ଶମ୍ଭୁଶେଖର, ଶଶୀ, ଶିବଶେଖର, ସୁଧାଂଶୁ, ସୁଧାକର, ହିମାଂଶୁ
पृथ्वी के चारों ओर चक्कर लगाने वाला एक उपग्रह।
The natural satellite of the Earth.
ସଂସ୍ଥାପନ କରନ୍ତୁ