ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ : ଚନ୍ଦ୍ରଦେବତାଙ୍କୁ ଔଷଧଗୁଡ଼ିକର ସ୍ୱାମୀ ବୋଲି କୁହାଯାଇଛି
ସମକକ୍ଷ : ଚଂଦ୍ର, ଚଂଦ୍ରଦେବତା, ଚଂଦ୍ରମା, ଚନ୍ଦ୍ର, ଚନ୍ଦ୍ରଦେବତା, ମୟଂକ, ମୟଙ୍କ, ଶଶାଂକ, ଶଶାଙ୍କ, ହିମାଂଶୁ
हिन्दू धर्मग्रंथों में वर्णित एक देवता।
A deity worshipped by the Hindus.
ଅର୍ଥ : କୌଣସି ଗ୍ରହର ପ୍ରାକୃତିକ ଉପଗ୍ରହ
ଉଦାହରଣ : ଜୁପିଟରର ଷୋହଳଟି ଚନ୍ଦ୍ର ଅଛି
ସମକକ୍ଷ : ଚନ୍ଦ୍ର, ଚାନ୍ଦ
किसी ग्रह का प्राकृतिक उपग्रह।
Any natural satellite of a planet.
ଅର୍ଥ : ଚନ୍ଦ୍ର ଆକୃତିରେ ଗଢ଼ା ଯାଇଥିବା ବସ୍ତୁ
ଉଦାହରଣ : ମୂର୍ତ୍ତିକାର ଧାତୁରେ ତିଆରି ଏକ ଚନ୍ଦ୍ରମା ତିଆରି କରି ଶଙ୍କରଙ୍କ ମୂର୍ତ୍ତୀର ଶିର ଉପରେ ଲଗାଇଦେଲେ
वह वस्तु जो चंद्रमा के सदृश्य या आकार की हो।
Any object resembling a moon.
ସଂସ୍ଥାପନ କରନ୍ତୁ