ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
ଉଦାହରଣ :
ଚନ୍ଦ୍ରଦେବତାଙ୍କୁ ଔଷଧଗୁଡ଼ିକର ସ୍ୱାମୀ ବୋଲି କୁହାଯାଇଛି
ସମକକ୍ଷ : ଚଂଦ୍ର, ଚଂଦ୍ରଦେବତା, ଚଂଦ୍ରମା, ଚନ୍ଦ୍ରଦେବତା, ଚନ୍ଦ୍ରମା, ମୟଂକ, ମୟଙ୍କ, ଶଶାଂକ, ଶଶାଙ୍କ, ହିମାଂଶୁ
ଅର୍ଥ : କୌଣସି ବର୍ଣ୍ଣ ଉପରେ ଦିଆ ଯାଉଥିବା ଅର୍ଦ୍ଧଚନ୍ଦ୍ରାକାର ଚିହ୍ନ
ଉଦାହରଣ :
ହିନ୍ଦୀରେ ଡାକ୍ତର ଲେଖିଲା ବେଳେ ଡା ଉପରେ ଦିଆ ଯାଉଥିବା ଚିହ୍ନକୁ ଚନ୍ଦ୍ର କହନ୍ତି