ଅର୍ଥ : ଫୁଲରୂପରେ ବିକଶିତ କରିବା ବା ଫୁଲ ଫୁଟିବାପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ସୂର୍ଯ୍ୟଙ୍କ କିରଣ ଅନେକ ଫୁଲ ଫୁଟାଏ
ସମକକ୍ଷ : ପୁଷ୍ପିତ କରିବା, ପ୍ରସ୍ଫୁଟିତ କରିବା
ଅର୍ଥ : ନିଆଁରେ ରଖି ବାଷ୍ପୀୟ ରୂପକୁ ଆଣିବା
ଉଦାହରଣ :
ରଜନୀ କାଡ଼ା ତିଆରି କରିବାପାଇଁ ପାଣି ଫୁଟାଉଛି
ସମକକ୍ଷ : ବମ୍ଫେଇବା
ଅର୍ଥ : କୌଣସି ବିସ୍ଫୋଟକ ବସ୍ତୁଆଦିକୁ ଗତିଶୀଳ କରାଇବା ବା ସକ୍ରିୟ କରିବା
ଉଦାହରଣ :
ଦୀପାବଳୀ ଦିନ ଲୋକେ ଫୋଟକା ଫୁଟାନ୍ତି