ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୟୋଗ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୟୋଗ କରିବା   କ୍ରିୟାପଦ

ଅର୍ଥ : ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା

ଉଦାହରଣ : ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ

ସମକକ୍ଷ : ଚଳାଇବା

अस्त्र-शस्त्र आदि व्यवहार में लाना।

राम ने रावण पर अमोघ शस्त्र चलाया।
चलाना

ଅର୍ଥ : ବ୍ୟବହାର ବା କାମରେ ଆଣିବା

ଉଦାହରଣ : ପ୍ରକୃତି କୋଳରେ ଉପଲବ୍ଧ ସାଧନକୁ ଠିକଭାବେ ଉପଯୋଗ କର ନିଜ ବୁଦ୍ଧିର ବ୍ୟବହାର କର

ସମକକ୍ଷ : ଉପଯୋଗ କରିବା, ବ୍ୟବହାର କରିବା

व्यवहार या काम में लाना।

प्रकृति में उपलब्ध संसाधनों का सही तरह से उपयोग करो।
अपने दिमाग का उपयोग करो।
इस्तेमाल करना, उपभोग करना, उपयोग करना, काम में लाना, ठिकाने लगाना, प्रयोग करना, बरतना, भोगना, वापरना