ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଲୁକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଲୁକରିବା   କ୍ରିୟାପଦ

ଅର୍ଥ : ଗତିକୁ ଆଣିବା ବା ଗତିଶୀଳ କରିବା

ଉଦାହରଣ : ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ

ସମକକ୍ଷ : ଚଳାଇବା, ଚାଳିତକରିବା

गति में लाना या गतिशील करना।

उसने बंद पड़े यंत्र को चलाया।
गत्वरित करना, चलाना, चालित करना, चालू करना

Carry out a process or program, as on a computer or a machine.

Run the dishwasher.
Run a new program on the Mac.
The computer executed the instruction.
execute, run

ଅର୍ଥ : ସଡ଼କ, କେନାଲଆଦି ନିର୍ମାଣ କରିବା

ଉଦାହରଣ : କେନାଲ ବିଭାଗ ଦଶଦିନ ପରେ ଏହି କେନାଲ କାମ ଆରମ୍ଭ କରିବ

ସମକକ୍ଷ : ଆରମ୍ଭକରିବା, ସୁରୁକରିବା

सड़क, नहर आदि को सार्वजनिक उपयोग या व्यवहार के लिए उपलब्ध कराना।

नहर विभाग दस दिन के बाद यह नहर खोलेगा।
खोलना, चलाना