ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
ଉଦାହରଣ : ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
ସମକକ୍ଷ : ତାଲିକା, ଲିଷ୍ଟ୍, ସୂଚୀ
किसी विषय की मुख्य-मुख्य बातों की क्रमवार दी हुई सूचना।
A database containing an ordered array of items (names or topics).
ଅର୍ଥ : ଏକ ଗ୍ରନ୍ଥ
ଉଦାହରଣ : କାତ୍ୟାୟନ ଅନୁକ୍ରମଣିକାର ରଚୟିତା
कात्यायन द्वारा रचित एक ग्रंथ।
ଅର୍ଥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ଉଦାହରଣ : ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
ସମକକ୍ଷ : ଅନୁକ୍ରମ, କ୍ରମ, ଶୃଙ୍ଖଳା
वस्तुओं, कार्यों या घटनाओं आदि के क्रम से आगे-पीछे होने की अवस्था या भाव या लगातार होने की अवस्था।
A following of one thing after another in time.
ସଂସ୍ଥାପନ କରନ୍ତୁ