ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରସ୍ପର ସମ୍ପର୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରସ୍ପର ସମ୍ପର୍କ   ବିଶେଷ୍ୟ

ଅର୍ଥ : ଭିନ୍ନ ଭିନ୍ନ ପଦାର୍ଥକୁ ସେମାନଙ୍କ ସାଧାରଣ ଧର୍ମ ଅନୁସାରେ ଗୋଟିଏ ସୋପାନକୁ ଆଣିବା କ୍ରିୟା

ଉଦାହରଣ : ଜିନିଷ ଗୁଡ଼ିକର ସଜ୍ଜୀକରଣରୁ ସେମାନଙ୍କ ସଂପର୍କରେ ତଥ୍ୟ ପାଇବା ସରଳ ହୋଇଯାଏ

ସମକକ୍ଷ : ଅନ୍ୱୟ, କ୍ରମ, ସଜ୍ଜୀକରଣ

भिन्न-भिन्न पदार्थों को साधर्म्य के अनुसार एक कोटि में लाने की क्रिया।

वस्तुओं के अन्वय से उसके बारे में जानकारी प्राप्त करना सरल हो जाता है।
अन्वय