ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁକ୍ରମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁକ୍ରମ   ବିଶେଷ୍ୟ

ଅର୍ଥ : ଉପରୁ ତଳ କ୍ରମରେ

ଉଦାହରଣ : ଅପା ମୋତେ ଶହେରୁ ଏକ ପର୍ଯ୍ୟନ୍ତ ଅନୁଲୋମ ଲେଖାଉଛି

ସମକକ୍ଷ : ଅନୁଲୋମ

ऊँचे से नीचे का क्रम।

दीदी मुझे सौ से एक तक अनुलोम लिखवा रही है।
अनुक्रम, अनुलोम

Something inverted in sequence or character or effect.

When the direct approach failed he tried the inverse.
inverse, opposite

ଅର୍ଥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ

ଉଦାହରଣ : ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ

ସମକକ୍ଷ : ଅନୁକ୍ରମଣିକା, କ୍ରମ, ଶୃଙ୍ଖଳା

वस्तुओं, कार्यों या घटनाओं आदि के क्रम से आगे-पीछे होने की अवस्था या भाव या लगातार होने की अवस्था।

आपस में चिट्ठियाँ भेजने का क्रम टूटना नहीं चाहिए।
अनुक्रम, अनुक्रमणिका, आनुपूर्व, आर्डर, ऑर्डर, क्रम, चरण, ताँता, तार, शृंखला, सिलसिला

A following of one thing after another in time.

The doctor saw a sequence of patients.
chronological sequence, chronological succession, sequence, succession, successiveness