ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ୱୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ୱୟ   ବିଶେଷ୍ୟ

ଅର୍ଥ : ବାକ୍ୟର ଶବ୍ଦଗୁଡ଼ିକୁ ବାକ୍ୟ ଗଠନ ନିୟମାନୁସାରେ ରଖିବାର କ୍ରିୟା

ଉଦାହରଣ : ହିନ୍ଦୀ ଏବଂ ଇଂରାଜୀରେ ଅନ୍ୱୟ ଭିନ୍ନ ହୋଇଥାଏ

वाक्य के शब्दों को वाक्य रचना के नियमानुसार रखने की क्रिया।

हिन्दी व अंग्रेजी में अन्वय भिन्न होता है।
अन्वय

The grammatical arrangement of words in sentences.

phrase structure, sentence structure, syntax

ଅର୍ଥ : ଭିନ୍ନ ଭିନ୍ନ ପଦାର୍ଥକୁ ସେମାନଙ୍କ ସାଧାରଣ ଧର୍ମ ଅନୁସାରେ ଗୋଟିଏ ସୋପାନକୁ ଆଣିବା କ୍ରିୟା

ଉଦାହରଣ : ଜିନିଷ ଗୁଡ଼ିକର ସଜ୍ଜୀକରଣରୁ ସେମାନଙ୍କ ସଂପର୍କରେ ତଥ୍ୟ ପାଇବା ସରଳ ହୋଇଯାଏ

ସମକକ୍ଷ : କ୍ରମ, ପରସ୍ପର ସମ୍ପର୍କ, ସଜ୍ଜୀକରଣ

भिन्न-भिन्न पदार्थों को साधर्म्य के अनुसार एक कोटि में लाने की क्रिया।

वस्तुओं के अन्वय से उसके बारे में जानकारी प्राप्त करना सरल हो जाता है।
अन्वय

ଅର୍ଥ : କାର୍ଯ୍ୟ ତଥା କାରଣର ସମ୍ବନ୍ଧ

ଉଦାହରଣ : ଏହାର ଅନ୍ୱୟ ଦର୍ଶାଯାଇନାହିଁ

कार्य तथा कारण का संबंध।

इसका अन्वय नहीं दर्शाया गया है।
अन्वय