ଅର୍ଥ : କ୍ରମରେ ଆସୁଥିବା କିମ୍ବା ହେଉଥିବା ବହୁତ କଥା, ଜିନିଷ, ଘଟଣା ଆଦି ଯାହା ପରସ୍ପର ସଂବନ୍ଧିତ
ଉଦାହରଣ :
ଖେଳର ଶୃଙ୍ଖଳା ଆଜିଠାରୁ ଆରମ୍ଭ ହେଲା
ଅର୍ଥ : ବସ୍ତୁଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ଲଗାଯାଇଥିବା କ୍ରମ
ଉଦାହରଣ :
କୋଠରୀର ପ୍ରତ୍ୟେକ ବସ୍ତୁଗୁଡ଼ିକୁ ଶୃଙ୍ଖଳାରେ ରଖାଯାଇଥିଲା
ସମକକ୍ଷ : କ୍ରମ
ଅର୍ଥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ଉଦାହରଣ :
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
ସମକକ୍ଷ : ଅନୁକ୍ରମ, ଅନୁକ୍ରମଣିକା, କ୍ରମ