ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍କଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍କଶ   ବିଶେଷଣ

ଅର୍ଥ : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି

ଉଦାହରଣ : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା

ସମକକ୍ଷ : କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ, ଚଣ୍ଡୀ

जो कर्कश स्वभाव की हो या झगड़ा करती रहती हो।

मनोहर का पाला एक कर्कशा नारी से पड़ गया है।
उग्रा, कर्कशा, कलसिरी, कलहारी, कलहिनी, चंडिका, चंडी, चण्डिका, चण्डी, झगड़ालू, लड़ाकी

Given to quarreling.

Arguing children.
Quarrelsome when drinking.
quarrelsome

ଅର୍ଥ : ଯାହା ଶୁଣିବାରେ କଡ଼ା ଲାଗେ

ଉଦାହରଣ : ସୀତା ନିଜ ପୁଅ ସହିତ କେବେବି କର୍କଶ ସ୍ୱରରେ କଥାବାର୍ତ୍ତା କରେ ନାହିଁ

ସମକକ୍ଷ : କଠୋର, କଡ଼ା, ରୁକ୍ଷ

जो सुनने में कड़ा लगे।

सीता अपने बेटे से कभी भी कर्कश स्वर में बात नहीं करती।
कठोर, कड़ा, कर्कश, कर्णकटु, सख़्त, सख्त