ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁକ୍ଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁକ୍ଷ   ବିଶେଷଣ

ଅର୍ଥ : ଯାହା ଶୁଣିବାରେ କଡ଼ା ଲାଗେ

ଉଦାହରଣ : ସୀତା ନିଜ ପୁଅ ସହିତ କେବେବି କର୍କଶ ସ୍ୱରରେ କଥାବାର୍ତ୍ତା କରେ ନାହିଁ

ସମକକ୍ଷ : କଠୋର, କର୍କଶ, କଡ଼ା

जो सुनने में कड़ा लगे।

सीता अपने बेटे से कभी भी कर्कश स्वर में बात नहीं करती।
कठोर, कड़ा, कर्कश, कर्णकटु, सख़्त, सख्त

ଅର୍ଥ : ଯେ ସଭ୍ୟ ନୁହେଁ

ଉଦାହରଣ : ତୁମେ ଅସଭ୍ୟ ବ୍ୟକ୍ତିଙ୍କ ପରି କାହିଁକି ରହିଛ ସେ ଅଶିଷ୍ଟ କଥା କହୁଛି

ସମକକ୍ଷ : ଅଂସସ୍କୃତ, ଅଶିଷ୍ଟ, ଅଶ୍ଳୀଳ, ଅସଭ୍ୟ, ଅସାଧୁ, ରୂଢ଼, ଶିଷ୍ଟାଚାରହୀନ, ସଂସ୍କାରହୀନ

(of persons) lacking in refinement or grace.

bounderish, ill-bred, lowbred, rude, underbred, yokelish

ଅର୍ଥ : ଯେଉଁଥିରେ ଆଦ୍ରତା ନାହିଁ କିମ୍ବା ବହୁତ କମ୍‌ ଅଛି

ଉଦାହରଣ : ଶୁଖିଲା ପାଗରେ ଚର୍ମ ଶୁଷ୍କ ହୋଇଯାଏ

ସମକକ୍ଷ : ଅନାଦ୍ର, ଚୋଚୋଡ଼ା, ଶୁଖିଲା, ଶୁଷ୍କ

जिसमें गीलापन या नमी न हो या बहुत कम हो।

सूखे मौसम में त्वचा रूखी हो जाती है।
अनार्द्र, अपरिक्लिन्न, उकठा, ख़ुश्क, खुश्क, रुक्ष, रूख, रूखा, शुष्क, सूखा

Lacking moisture or volatile components.

Dry paint.
dry