ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଦ୍ଦୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଦ୍ଦୟ   ବିଶେଷଣ

ଅର୍ଥ : ବିଶ୍ୱାସଘାତକତା କରିବା ବ୍ୟକ୍ତି

ଉଦାହରଣ : ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ

ସମକକ୍ଷ : ଛଳନାପୂର୍ଣ୍ଣ, ଠକ, ପ୍ରତାରକ, ବିଶ୍ୱାସଘାତୀ

विश्वासघात करनेवाला।

इतिहास साक्षी है कि समाज में कभी भी विश्वासघाती लोगों की कमी नहीं रही है।
बेवफ़ा समुद्र कभी-कभी नाविकों को बहा ले जाता है।
अपघातक, अपघाती, गद्दार, ग़द्दार, दग़ाबाज़, दगाबाज, दगैल, नमक हराम, नमकहराम, बेवफ़ा, बेवफा, विश्वासघाती

Having the character of, or characteristic of, a traitor.

The faithless Benedict Arnold.
A lying traitorous insurrectionist.
faithless, traitorous, treasonable, treasonous, unfaithful

ଅର୍ଥ : ଯାହାଠାରେ ମାୟା ମମତା ନାହିଁ

ଉଦାହରଣ : ନିର୍ଦ୍ଦୟ କଂସେଇ ହିଁ ଜୀବ ମାନଙ୍କର ହତ୍ୟା କରିପାରେ

ସମକକ୍ଷ : ନିର୍ମମ, ହୃଦୟହୀନ

जिसे ममता या मोह न हो।

निर्मोही कसाई ही जीवों की हत्या कर सकता है।
अमोही, जहक, निर्मम, निर्मोही

Showing unfeeling resistance to tender feelings.

His flinty gaze.
The child's misery would move even the most obdurate heart.
flint, flinty, granitic, obdurate, stony

ଅର୍ଥ : ଯେଉଁଥିରେ ଦୟାନାହିଁ

ଉଦାହରଣ : କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା

ସମକକ୍ଷ : କଠୋର, କରୁଣାହୀନ, କ୍ରୁର, ଦୟାହୀନ, ନିଷ୍ଠୁର, ନୃଶଂସ

Without mercy or pity.

An act of ruthless ferocity.
A monster of remorseless cruelty.
pitiless, remorseless, ruthless, unpitying