ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ମମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ମମ   ବିଶେଷଣ

ଅର୍ଥ : ଯାହାଠାରେ ମାୟା ମମତା ନାହିଁ

ଉଦାହରଣ : ନିର୍ଦ୍ଦୟ କଂସେଇ ହିଁ ଜୀବ ମାନଙ୍କର ହତ୍ୟା କରିପାରେ

ସମକକ୍ଷ : ନିର୍ଦ୍ଦୟ, ହୃଦୟହୀନ

जिसे ममता या मोह न हो।

निर्मोही कसाई ही जीवों की हत्या कर सकता है।
अमोही, जहक, निर्मम, निर्मोही

Showing unfeeling resistance to tender feelings.

His flinty gaze.
The child's misery would move even the most obdurate heart.
flint, flinty, granitic, obdurate, stony

ଅର୍ଥ : ଟାଣକଥା କହି ମନକୁ ଯନ୍ତ୍ରଣା ଦେଉଥିବା

ଉଦାହରଣ : ନିଷ୍ଠୁର ବ୍ୟକ୍ତିଠାରୁ ସମସ୍ତେ ଦୂରେଇ ରହନ୍ତି

ସମକକ୍ଷ : କଠୋର, ନିର୍ଦୟ, ନିଷ୍ଠୁର

कठोर बात कहकर मन को पीड़ा पहुँचाने वाला।

अरुंतुद व्यक्ति से सभी दूर रहते हैं।
अरुंतुद, अरुन्तुद