ଅର୍ଥ : ତରଳ କିମ୍ବା ଗ୍ୟାସ ହୋଇନଥିବା କୌଣସି ନିଶ୍ଚିତ ଆୟତନ ଏବଂ ଆକାର ଥିବା ବସ୍ତୁ
ଉଦାହରଣ :
ପଦାର୍ଥ କଠିନ, ତରଳ ଏବଂ ଗ୍ୟାସ ଏଭଳି ତିନୋଟି ଅବସ୍ଥାରେ ମିଳେ
ସମକକ୍ଷ : କଠିନ ପଦାର୍ଥ
ଅର୍ଥ : ନିଶ୍ଚିତ ଆୟତନ ଏବଂ ଆକାରର ଯାହା ତରଳ ନୁହେଁ କିମ୍ବା ଗ୍ୟାସ ନୁହେଁ
ଉଦାହରଣ :
ପଥର ଏକ କଠିନ ପଦାର୍ଥ