ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୃଶଂସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୃଶଂସ   ବିଶେଷଣ

ଅର୍ଥ : ଯିଏ ଅତ୍ୟାଚାର କରେ

ଉଦାହରଣ : କଂସ ଜଣେ ଅତ୍ୟାଚାରୀ ଶାସକ ଥିଲେ

ସମକକ୍ଷ : ଅତ୍ୟାଚାରୀ, କ୍ରୁର, ବର୍ବର

Marked by unjust severity or arbitrary behavior.

The oppressive government.
Oppressive laws.
A tyrannical parent.
Tyrannous disregard of human rights.
oppressive, tyrannical, tyrannous

ଅର୍ଥ : ଯେଉଁଥିରେ ଦୟାନାହିଁ

ଉଦାହରଣ : କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା

ସମକକ୍ଷ : କଠୋର, କରୁଣାହୀନ, କ୍ରୁର, ଦୟାହୀନ, ନିର୍ଦ୍ଦୟ, ନିଷ୍ଠୁର

Without mercy or pity.

An act of ruthless ferocity.
A monster of remorseless cruelty.
pitiless, remorseless, ruthless, unpitying

ଅର୍ଥ : ଯିଏ ହିଂସା କରୁଛି

ଉଦାହରଣ : ଆଜିର ମାନବ ହିଂସ୍ର ହୋଇପଡୁଛି

ସମକକ୍ଷ : ବର୍ବର, ହିଂସ୍ର, ହିଂସ୍ରକ

Characterized by violence or bloodshed.

Writes of crimson deeds and barbaric days.
Fann'd by Conquest's crimson wing.
Convulsed with red rage.
crimson, red, violent

ଅର୍ଥ : ଯେଉଁଥିରେ ହିଂସା ଭାବ ଅଛି

ଉଦାହରଣ : ନାଜିମାନେ ୟୁହୁଦିମାନଙ୍କ ପ୍ରତି ହିଂସାତ୍ମକ ମନୋଭାବ ପୋଷଣକଲେ ବୃଦ୍ଧି ପାଉଥିବା ହିଂସକ ବୃତ୍ତି ମନୁଷ୍ୟକୁ ପଶୁଠାରୁ ମଧ୍ୟ ଅଧିକ ନିକୃଷ୍ଟ କରିଚାଲିଛି

ସମକକ୍ଷ : ବର୍ବର, ହିଂସକ, ହିଂସାତ୍ମକ

जिसमें हिंसा हो।

नाज़ियों ने यहूदियों के प्रति हिंसक रवैया अपनाया।
बढ़ती हुई हिंसक वृत्ति मनुष्य को पशु से भी बदतर बनाती जा रही है।
घातक, घातकी, नृशंस, बर्बर, हिंसक, हिंसात्मक