ଅର୍ଥ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
ଉଦାହରଣ :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
ସମକକ୍ଷ : ବେଣ୍ଟ
ଅର୍ଥ : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
ଉଦାହରଣ :
କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
ସମକକ୍ଷ : ବଡ଼କରେଇ
ଅର୍ଥ : କୌଣସି ଜିନିଷକୁ ଅଟକାଇବା ନିମନ୍ତେ ଯେଉଁ ଛୋଟ କଢ଼ା ଲଗା ଯାଏ
ଉଦାହରଣ :
ସେ ଶାଙ୍କୁଳିକୁ କଡ଼ାରେ ଭର୍ତ୍ତିକରି ତାଲା ଲଗାଇ ଦେଲେ
ସମକକ୍ଷ : କୁହୁଣ୍ଡା