ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଟେକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଟେକିବା   ବିଶେଷ୍ୟ

ଅର୍ଥ : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି

ଉଦାହରଣ : ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ

ସମକକ୍ଷ : ବଢ଼ାଇବା

ଟେକିବା   କ୍ରିୟାପଦ

ଅର୍ଥ : ଉଚ୍ଚା କରିବା

ଉଦାହରଣ : ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ

ସମକକ୍ଷ : ଉଠାଇବା, ଉପରକୁକରିବା

शरीर के किसी अंग को नीचे से ऊपर करना।

मेज पर झुककर काम कर रहे लेखापाल ने मेरे अभिवादन करने पर सर उठाया।
उचाना, उठाना

ଅର୍ଥ : ତଳୁ ଉପରକୁ ନେବା

ଉଦାହରଣ : ସେ ଦୁଇ ହାତରେ ଗରା ଉଠେଇଲେ

ସମକକ୍ଷ : ଉଠେଇବା

नीचे से ऊपर लाना।

उसने दोनों हाथों से गगरी उठाई।
उकसाना, उगसाना, उचाना, उठाना

Take and lift upward.

gather up, lift up, pick up