ଅର୍ଥ : କଥାବସ୍ତୁଆଦି ଆରମ୍ଭ କରିବା
ଉଦାହରଣ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ସମକକ୍ଷ : ଉଠାଇବା, ବାହାର କରିବା
ଅର୍ଥ : କୌଣସି କଥା ବା କର୍ଯ୍ୟର ଆରମ୍ଭ ହେବା
ଉଦାହରଣ :
ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା
ସମକକ୍ଷ : ପ୍ରାରମ୍ଭ କରିବା
ଅର୍ଥ : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
ଉଦାହରଣ :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
ସମକକ୍ଷ : ଉଠାଇବା