ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭ୍ୟାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭ୍ୟାସ   ବିଶେଷ୍ୟ

ଅର୍ଥ : ଗୋଟିଏ କାବ୍ୟାଳଙ୍କାର

ଉଦାହରଣ : ଅଭ୍ୟାସରେ କୌଣସି ଦୁଷ୍କର ବିଷୟକୁ ସିଦ୍ଧ କରୁଥିବା କାର୍ଯ୍ୟର ବର୍ଣ୍ଣନା କରାଯାଏ

एक काव्यालंकार।

अभ्यास में किसी दुष्कर बात को सिद्ध करने वाले कार्य का वर्णन होता है।
अभ्यास

ଅର୍ଥ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ

ଉଦାହରଣ : ପ୍ରତିଦିନ ସକାଳେ ଜଲ୍‌ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ

ସମକକ୍ଷ : ଚରିତ୍ର, ସ୍ୱଭାବ

व्यवहार की वह प्रकृति जो लगातार दोहराव से प्राप्त होती है।

उसे प्रतिदिन सुबह जल्दी जगने की आदत है।
अभ्यास, आदत, चरित्र, चाल, टेव, ढब, परन, परनि, बान, सुभाव, स्वभाव

ଅର୍ଥ : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା

ଉଦାହରଣ : ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ

ସମକକ୍ଷ : ଆବୃତ୍ତି, ବାରମ୍ବାର ପାଠ, ରିୟାଜ

पूर्णता या दक्षता प्राप्त करने के लिए बार-बार एक ही क्रिया का साधन।

निरंतर अभ्यास से दक्षता पाई जा सकती है।
अभ्यास, आम्नाय, प्रैक्टिस, मश्क, मश्क़, रियाज, रियाज़

Systematic training by multiple repetitions.

Practice makes perfect.
drill, exercise, practice, practice session, recitation

ଅର୍ଥ : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ

ଉଦାହରଣ : କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ

ସମକକ୍ଷ : ଆବୃତ୍ତି, ବାରମ୍ବାର ପାଠ, ରିୟାଜ

ईश्वर संबंधी गुणों का गाकर किया जाने वाला वर्णन या गुणगान।

कीर्तन भी नवधा भक्ति में से एक है।
कीर्तन, संकीर्तन

ଅର୍ଥ : କୌଣସି ଜିନିଷର ବାରମ୍ବାର ଅଧ୍ୟୟନ କରିବା କ୍ରିୟା

ଉଦାହରଣ : ରାମ ପାଠ ଅନୁଶୀଳନ କରୁଅଛି

ସମକକ୍ଷ : ଅନୁଶୀଳନ, ପୁନଃପଠନ, ବାରମ୍ବାର ଅଧ୍ୟୟନ

किसी चीज़ का बार-बार अध्ययन करने की क्रिया।

राम पाठ का अनुशीलन कर रहा है।
अध्ययनशीलता, अनुशीलन, पुनर्पठन, सतत अभ्यास

Systematic training by multiple repetitions.

Practice makes perfect.
drill, exercise, practice, practice session, recitation

ଅର୍ଥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ

ଉଦାହରଣ : ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ

ସମକକ୍ଷ : ଅଧ୍ୟବସାୟ, ତପସ୍ୟା, ତାଲିମ୍‌, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା

कोई कार्य सिद्ध करने के लिए किया जाने वाला कठिन परिश्रम।

अर्जुन की साधना ने उसे एक बड़ा धनुर्धर बना दिया।
अध्यवसाय, आकूति, तकरीब, तक़रीब, तप, तपस्या, सतत प्रयत्न, साधना

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry