ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଯତ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଯତ୍ନ   ବିଶେଷ୍ୟ

ଅର୍ଥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ

ଉଦାହରଣ : ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ

ସମକକ୍ଷ : ଉପାୟ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ

ଅର୍ଥ : କୌଣସି ଉଦ୍ଦେଶ୍ୟ ସିଦ୍ଧ କରିବା ନିମନ୍ତେ କରାଯାଉଥିବା କାର୍ଯ୍ୟ

ଉଦାହରଣ : ସଫଳତା ପାଇବା ନିମନ୍ତେ ସେ ସମ୍ପୂର୍ଣ୍ଣ ପ୍ରଯତ୍ନ କରିଛନ୍ତି

ସମକକ୍ଷ : ଉଦ୍ୟମ, ଉଦ‌ଯୋଗ, ଚେଷ୍ଟା, ପ୍ରୟାସ

वह कार्य जो कोई उद्देश्य सिद्ध करने के लिए किया जाए।

सफलता पाने के लिए उसने भरपूर प्रयत्न किया।
प्रयत्न से ही सफलता मिलती है।
ईहा, उजवास, उद्यम, उद्योग, कोशिश, चेष्टा, जतन, जद्दोजहद, जिगीष, जिगीषा, पैरवी, प्रयत्न, प्रयास, मनुष्यकार, यतन, यत्न

Earnest and conscientious activity intended to do or accomplish something.

Made an effort to cover all the reading material.
Wished him luck in his endeavor.
She gave it a good try.
attempt, effort, endeavor, endeavour, try

ଅର୍ଥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ

ଉଦାହରଣ : ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ

ସମକକ୍ଷ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍‌, ବିହିତ ପ୍ରକ୍ରିୟା, ବ୍ରତ, ସାଧନା

कोई कार्य सिद्ध करने के लिए किया जाने वाला कठिन परिश्रम।

अर्जुन की साधना ने उसे एक बड़ा धनुर्धर बना दिया।
अध्यवसाय, आकूति, तकरीब, तक़रीब, तप, तपस्या, सतत प्रयत्न, साधना

Persevering determination to perform a task.

His diligence won him quick promotions.
Frugality and industry are still regarded as virtues.
diligence, industriousness, industry